17.1 C
Bhubaneswar
Sunday, February 8, 2026
Homeଓଡିଶାନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ରିଆମାଳ: ଦେବଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ନଦୀରୁ ଏକ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁଣ୍ଢେଇଗୋଳା ଟିକିରା ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ କୋରଡ଼ପଶି ଗ୍ରାମର ସ୍ବର୍ଗତ କୁଞ୍ଜବିହାରୀ ପ୍ରଧାନଙ୍କ ସ୍ତ୍ରୀ ରଙ୍ଗ ପ୍ରଧାନ (୮୨)। ସେ ଗତ ବୁଧବାର ଠାରୁ ନିକଟସ୍ଥ ନଦୀକୁ ଗାଧୋଇବାକୁ ନିଖୋଜ ଥିଲେ। ଏନେଇ ପୁଅ କୃଷ୍ଣଚନ୍ଦ୍ର ପ୍ରଧାନ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ନଦୀରୁ ଶବ ଉଦ୍ଧାର ହୋଇଛି। ଖବର ପାଇ ପୁଲିସ ଶବ ଜବତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking