22.1 C
Bhubaneswar
Saturday, March 28, 2026
Homeଓଡିଶାଦୂର୍ଗାପୂଜା ମଣ୍ଡପ ଠିକଣା ବଦଳିଲା

ଦୂର୍ଗାପୂଜା ମଣ୍ଡପ ଠିକଣା ବଦଳିଲା

ଭୁବନେଶ୍ୱର:  ଝାରପଡା ଦୁର୍ଗାପୂଜା ମଣ୍ଡପର ଠିକଣା ବଦଳିଲା । ଏଥର ମେଳଣ ପଡିଆରେ ହେବ ଝାରପଡା ଦୁର୍ଗାପୂଜା । ଜେଲ ରୋଡ ଛକ ପରିବର୍ତ୍ତେ ମେଳଣ ପଡିଆରେ ହେବ ପୂଜା । ଏନେଇ ଝାରପଡା ଦୁର୍ଗା ପୂଜା ସମିତି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିବର୍ଷ ଭଳି ଏଥର ବି ମହାଆଡମ୍ବରରେ ହେବ ପୂଜା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking