14.1 C
Bhubaneswar
Sunday, December 7, 2025
Homeଓଡିଶାଏସସି / ଏସଟି ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ଓମ ବିର୍ଲା

ଏସସି / ଏସଟି ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ଓମ ବିର୍ଲା

ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀ ଉଦଘାଟିତ । ଏସସି/ ଏସଟି ସମ୍ମିଳନୀକୁ ଉଦଘାଟନ କଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସମେତ  ୨ କେନ୍ଦ୍ର ମନ୍ତ୍ରୀ ସମ୍ମିଳନୀରେ ଉପସ୍ଥିତ ଅଛନ୍ତି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୦୦ରୁ ଅଧିକ ପ୍ରତିନିଧି ଉପସ୍ଥିତ ଅଛନ୍ତି । ଲୋକସେବା ଭବନରେ ଆସନ୍ତାକାଲି  ପଯ୍ୟନ୍ତ ଚାଲିବ ଏସସି/ ଏସଟି  ସମ୍ମିଳନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking