ଭୁବନେଶ୍ୱର: ଅପରେସନ ‘ଗରୁଡ’ ପରେ ଆଜିଠୁ ଆରମ୍ଭ ହେଲା ଅପରେସନ ‘ଗଜ’ । ବଲାଙ୍ଗିରରେ ଆରମ୍ଭ ହେବ ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି । ଗଞ୍ଜେଇ ଚୋରାଚାଲାଣର ମୂଳତ୍ପାଟନ ପାଇଁ ଅପରେସନ ‘ଗଜ’ ଆରମ୍ଭ ହୋଇଛି । ବେପାରୀଠାରୁ ଗ୍ରାହକ ପର୍ଯ୍ୟନ୍ତ ସମସ୍ତଙ୍କୁ ଧରିବ ପୋଲିସ ।