16.1 C
Bhubaneswar
Tuesday, December 23, 2025
Homeଓଡିଶାବନ୍ୟା ଜଳରେ ବୁଡ଼ି ବୃଦ୍ଧ ମୃତ

ବନ୍ୟା ଜଳରେ ବୁଡ଼ି ବୃଦ୍ଧ ମୃତ

ଯାଜପୁର: ଯାଜପୁରରୁ ସାମ୍ନାକୁ ଆସିଲା ଏକ ଦୁଃଖଦ ଖବର। ବୈତରଣୀର ବନ୍ୟା ଜଳରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛିମୃତକଙ୍କ ନାଁ ଭାଗବତ ମାଝୀ (୭୨) ବୋଲି ଚିହ୍ନଟ କରାଯାଇଛି। କଟିକଟା ଗାଁର ମାଝୀ ସାହିରେ ମୃତ ଭାଗବତ ମାଝୀଙ୍କ ଘର। ମୃତକଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ, ବୈତରଣୀ ନଦୀ ପଠାରେ ଭାଗବତଙ୍କ ଘର ହୋଇଥିବାବେଳେ ଠାକୁରଙ୍କୁ ଜୁହାର ହେବା ସମୟରେ ଗୋଡ଼ ଖସିଯାଇଥିଲା। ଦୀର୍ଘ ସମୟ ଯାଏ ନ ଖୋଜିବା ପରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking