16.1 C
Bhubaneswar
Monday, February 9, 2026
Homeଓଡିଶାଚାଷୀ ପଞ୍ଜୀକରଣରେ ରେକର୍ଡ: ମନ୍ତ୍ରୀ  

ଚାଷୀ ପଞ୍ଜୀକରଣରେ ରେକର୍ଡ: ମନ୍ତ୍ରୀ  

ଭୁବନେଶ୍ୱର: ଚାଷୀ ପଞ୍ଜୀକରଣରେ ଓଡିଶା କଲା ସର୍ବକାଳୀନ ରେକର୍ଡ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସୂଚନା ଦେଇ କହିଛନ୍ତି ଯେ ଏବେ ସୁଦ୍ଧା ୧୮ ଲକ୍ଷ ୫୦ ହଜାର ୯୮୩ ଚାଷୀ କରିଛନ୍ତି ପଞ୍ଜୀକରଣ । ଆଜି ରାଜି ୧୨ଟା ପର୍ଯ୍ୟନ୍ତ ରହିଛି ଚାଷୀ ପଞ୍ଜୀକରଣ ଅବଧି । ଗତବର୍ଷ ୧୭ ଲକ୍ଷ ୫୦ ହଜାର ୪୬୨ ଚାଷୀ ପଞ୍ଜୀକରଣ କରିଥିଲେ । ମିଡ୍‌ଲି ମ୍ୟାନ୍ ଫାଇଦା ନ ନେବାରୁ ଏ ବର୍ଷ ଇ-କେୱାଇସି କରାଯାଇଛି । ସମସ୍ୟା ଉପୁଜିବାରୁ ସେଲ୍‌ଫ ଡିକ୍ଲାରେସନ ବ୍ୟବସ୍ଥା କରିଛୁ । ଯେଉଁଥିପାଇଁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking