25.1 C
Bhubaneswar
Tuesday, December 9, 2025
Homeଓଡିଶାହାଇକୋର୍ଟଙ୍କ 'ତୋରଣ' କଟକଣା

ହାଇକୋର୍ଟଙ୍କ ‘ତୋରଣ’ କଟକଣା

କଟକ: କଟକ ଦୁର୍ଗାପୂଜା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟ କଟକଣା ଲଗାଇଛନ୍ତି । ଇଲେକ୍ଟ୍ରି ଗେଟ ନିର୍ମାଣ ଉପରେ ବି କଟକଣା ଜାରି କରିଛନ୍ତି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ ନିର୍ମାଣ ଅନୁମତି କହିଲେ । ୬୫ ଡେସିବଲ ସାଉଣ୍ଡ  ମଧ୍ୟରେ  ଡିଜେ ବଜାଇବା ପାଇଁ ଅନୁମତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking