21.1 C
Bhubaneswar
Thursday, February 5, 2026
Homeଓଡିଶାଗୋରୁ ଉଦ୍ଧାର ପରେ ଜାଳିଦେଲେ ଗାଡି

ଗୋରୁ ଉଦ୍ଧାର ପରେ ଜାଳିଦେଲେ ଗାଡି

ଭଦ୍ରକ: ଏନଏଚରେ ଜାଳିଦେଲେ ବେଆଇନ ଗୋରୁ ବୋଝେଇ ଟ୍ରକ । ୧୨ଟି ଗୋରୁ ନେଇ ଏକ ପିକଅପ ଭ୍ୟାନ ସକାଳୁ  କୋଲକାତା  ଅଭିମୁଖେ ଯାଉଥିଲେ। କିଛି ଲୋକ  ଗାଡିରେ ଗୋରୁ ଯାଉଥିବା ଜାଣିବାକୁ ପାଇଲେ। ସେମାନେ ଗାଡିକୁ ଅଟକାଇ ଗୋରୁଙ୍କୁ  ଓହ୍ଲାଇ ଦେଇ  ଗାଡିରେ ନିଆଁ ଲଗାଇ ଦେଇଥିଲେ। ଗ୍ରାମାଞ୍ଚଳ ପୁଲିସ ଓ ଦମକଳ ଟିମ ପହଞ୍ଚିଛନ୍ତି ।  ହେଲେ ଘଟଣାସ୍ଥଳରୁ ଡ୍ରାଇଭର , ହେଲପର ଫେରାର ଅଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking