20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଗୃହରେ ବିଲ୍‌ କପି ଚିରିଲେ ବିରୋଧୀ

ଗୃହରେ ବିଲ୍‌ କପି ଚିରିଲେ ବିରୋଧୀ

ନୂଆଦିଲ୍ଲୀ: ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ ପରେ ବିରୋଧୀ ଗୃହରେ ଅଶୋଭନୀୟ ଆଚରଣ ଦେଖାଇଛନ୍ତି । ଗୃହରେ ବିଲ୍‌ କପି ଚିରି ଫୋପାଡିଲେ ବିରୋଧୀ ସଦସ୍ୟ । ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରକୁ ବିଲ୍‌ ଚିରି ଫୋପାଡିଲେ । ବିଲ୍‌ ସମ୍ବିଧାନ ବିରୋଧୀ କହି ପ୍ରବଳ ହଙ୍ଗାମା ହୋହଲ୍ଲା, ହଟ୍ଟଗୋଳ କରିଥିଲେ । ଏନେଇ ଅପରାହ୍ନ ୩ଟା ଯାଏଁ ଲୋକସଭା ମୁଲତବି ଘୋଷଣା କରିଛନ୍ତି । ସୂଚନା ଥାଉକି, ଆଜି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହ ୩ଟି ସଂଶୋଧନ ବିଲ ଆଗତ କରିଥିଲେ ।ଶାହ କେନ୍ଦ୍ର ଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍ ୨୦୨୫, ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍ ୨୦୨୫ ଏବଂ ଜମ୍ମୁ-କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ଲୋକସଭାରେ ଉପସ୍ଥାପନ କରିଥିଲେ । ହେଲେ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking