23.1 C
Bhubaneswar
Sunday, March 22, 2026
Homeଓଡିଶାଯୋଗ୍ୟ ଭୋଟର ବଞ୍ଚିତ ନହୁଅନ୍ତୁ: ଧ୍ରୁବ

ଯୋଗ୍ୟ ଭୋଟର ବଞ୍ଚିତ ନହୁଅନ୍ତୁ: ଧ୍ରୁବ

ଭୁବନେଶ୍ୱର: ଯୋଗ୍ୟ ଭୋଟର ବଞ୍ଚିତ ନହୁଅନ୍ତୁ । ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ବିଜେଡି ସ୍ୱାଗତ କରିଛି । ଏନେଇ ବିଜେଡି ବିଧାୟକ ଧ୍ରୁବ ସାହୁ ପ୍ରତିକ୍ରିୟା ରଖିଛନ୍ତି । ଯୋଗ୍ୟ ଭୋଟର ବଞ୍ଚିତ ନହୁଅନ୍ତୁ , ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛି ବିଜେଡି । ଯଦି  ବଞ୍ଚିତ ହେଲେ ରାଜରାସ୍ତାରେ ଲଢେଇ ହେବେ । ଗତ ନିର୍ୱାଚନ ତ୍ରୁଟି କମିସନଙ୍କୁ ଜଣାଇଥିଲା ବିଜେଡି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking