17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶ୪ ହାର୍ଡକୋର୍ମା ଓବାଦୀଙ୍କ ଆତ୍ମସମର୍ପଣ

୪ ହାର୍ଡକୋର୍ମା ଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼: ଛତିଶଗଡ଼ ଗରିଆବନ୍ଧରେ ୪ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଓଡ଼ିଶା ଓ ଛତିଶଗଡ଼ରେ ଆତଙ୍କ ଖେଳାଇଥିଲେ। ନଗଦ ୧୬ ଲକ୍ଷ ଟଙ୍କା, ୩୧ ଗୁଳି, ୨ ମାଗାଜିନ୍ ସହ କଲେ ଆତ୍ମସମର୍ପଣ। ୪ ଜଣଙ୍କ ମୁଣ୍ଡ ଉପରେ ଥିଲା ୧୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking