17.1 C
Bhubaneswar
Tuesday, December 9, 2025
Homeଓଡିଶାତୃତୀୟ ଲିଙ୍ଗୀଙ୍କ ପାଇଁ ବଡ ଘୋଷଣା: ନିଯୁକ୍ତି ବେଳେ ପରୀକ୍ଷା ନିୟମ ବଦଳିବ

ତୃତୀୟ ଲିଙ୍ଗୀଙ୍କ ପାଇଁ ବଡ ଘୋଷଣା: ନିଯୁକ୍ତି ବେଳେ ପରୀକ୍ଷା ନିୟମ ବଦଳିବ

ଭୁବନେଶ୍ୱର: ତୃତୀୟ ଲିଙ୍ଗୀଙ୍କ ପାଇଁ ବଡ ଘୋଷଣା । ତୃତୀୟ ଲିଙ୍ଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ନିଯୁକ୍ତି ବେଳେ ପରୀକ୍ଷା ନିୟମ ବଦଳିବ । ତୃତୀୟ ଲିଙ୍ଗୀଙ୍କ ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା । ତୃତୀୟଲିଙ୍ଗୀ ସୁରକ୍ଷା ଆଇନ କାଯ୍ୟକାରୀ ହେବ ।  ଆବେଦନ ଫର୍ମରେ ତୃତୀୟ ଲିଙ୍ଗୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ ।  ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଲେଖିଲେ ଚିଠି । ସବୁ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking