ଭୁବନେଶ୍ୱର: ଓଟିଇଟି ଦ୍ୱନ୍ଦ୍ୱ ଦୂର କଲେନି ବୋର୍ଡ ସଭାପତି । ପ୍ରେସମିଟରେ ସ୍ପେଶାଲ ଓଟିଇଟି ଦ୍ୱନ୍ଦ୍ୱ ଦୂର କଲେନି ବୋର୍ଡ ସଭାପତି । ଆସନ୍ତା ୩୧ ତାରିଖରେ ସ୍ପେଶାଲ ଓଟିଇଟି ହେବକି ନାହିଁ ସ୍ପଷ୍ଟ କଲେନି । ଯଦି ୩୧ ତାରିଖରେ ନ ହେଲା ଅତିଶୀଘ୍ର ସ୍ପେଶାଲ ଓଟିଇଟି କରିବୁ କହିଲେ ।ପରୀକ୍ଷାକୁ ସଠିକ ଭାବେ କରିବା ପାଇଁ କମିଟି ତର୍ଜମା କରୁଛି ।









