ଖୋର୍ଦ୍ଧା: ତ୍ରିକୋଣୀୟ ପ୍ରେମରୁ ହତ୍ୟା। ଜଟଣୀ ସ୍ମୃତି ରଞ୍ଜନ ନାୟକ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ସହ ୨ ସହେଯାଗୀଙ୍କୁ ଗିରଫ କଲା ଜଟଣୀ ପୋଲିସ । ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ପୋଲିସର ସୂଚନା ମିଳିଛି । ଘରୁ ଡାକି ଯୋଜନାବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ । ପୂର୍ୱରୁ ଇନଷ୍ଟାଗ୍ରାମରେ ବି ସ୍ମୃତି ରଞ୍ଜନଙ୍କୁ ଧମକ ଦେଇଥିଲା ମୁଖ୍ୟ ଅଭିଯୁକ୍ତ । କାଲି ଗୋଡା ଧର୍ମସାଗର ମାର୍କେଟ ନିକଟ ନିକାଞ୍ଚନ ଅଞ୍ଚଳରୁ ମୃତଦେ ମିଳିଥିଲା ।









