27.1 C
Bhubaneswar
Saturday, December 6, 2025
Homeଓଡିଶାସୁଇମିଂ ପୁଲରେ ବୁଡିଗଲେ ପର୍ଯ୍ୟଟକ

ସୁଇମିଂ ପୁଲରେ ବୁଡିଗଲେ ପର୍ଯ୍ୟଟକ

ଢେଙ୍କାନାଳ: ସୁଇମିଂ ପୁଲରେ ବୁଡି ପର୍ଯ୍ୟଟକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମିଂ ପୁଲରେ ଅଘଟଣ ଘଟିଛି । ଯୁବକ ଜଣଙ୍କ ସୁଇମିଂ ପୁଲରେ ଗାଧୋଇବା ବେଳେ ବୁଡିଯାଇଥିଲେ । ସ୍ଥାନୀୟ ଲୋକେ  ଆଠଗଡ ହସ୍ପିଟାଲକୁ ନଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ମୃତ ଯୁବକ ଜଣଙ୍କ ଉତ୍ତରାଖଣ୍ଡର ବୋଲି ସୂଚନା ମିଳିଛି । ଯୁବକଙ୍କ ମୃତ୍ୟୁ ଖବର ଶୁଣି ପରିବାର  ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking