21.1 C
Bhubaneswar
Sunday, December 7, 2025
Homeଓଡିଶାରାଷ୍ଟ୍ରପତି ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତି ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୯ ତମ ସ୍ୱାଧୀନତା ଦିବସ ଅବସରରେ ଆଜି ଲୋକସେବା ଭବନରେ ରାଜ୍ୟସ୍ତରୀୟ  ପୋଲିସ ପଦକ ପ୍ରଦାନ ଉତ୍ସବ ଆରମ୍ଭ ହୋଇଛି । ରାଷ୍ଟ୍ରପତି ପଦକ  ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆର୍ମଡ ପୋଲିସ ଏସଆଇ ବିରୀଶ ମାଝୀ , ଏସଓଜି ହାବିଲଦାର ପବିତ୍ର ସାହୁ ।  ହାବିଲଦାର ଉମେଶ ମୁଣ୍ଡା, ଏସଓଜି କମାଣ୍ଡୋ ପୀତାମ୍ବର ସତନାମି , ଓଏସଏପି କମାଣ୍ଡୋ କବି ରାଉତ, ଏସଓଜି କମାଣ୍ଡୋ ସୁଶାନ୍ତ ସାଗର , ବଲାଙ୍ଗୀର ଖପ୍ରାଖୋଲରେ ମାଓବାଦୀ ବିରୋଧୀ ଅପରେସନରେ ଥିଲେ ସଂପୃକ୍ତ । ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking