21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶ‘ସିନ୍ଧୁ ଚୁକ୍ତି ଏକତରଫା ଥିଲା’: ମୋଦୀ

‘ସିନ୍ଧୁ ଚୁକ୍ତି ଏକତରଫା ଥିଲା’: ମୋଦୀ

ନୂଆଦିଲ୍ଲୀ: ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି । ଲାଲକିଲ୍ଲାରୁ ପ୍ରଧାମନ୍ତ୍ରୀ ମୋଦି ଐତିହାସିକ ସମ୍ବୋଧନ କରିଛନ୍ତି । ସିନ୍ଧୁ ନଦୀ ଜଳ ଚୁକ୍ତି ଏକତରଫା ଥିଲା କହିଲେ ନରେନ୍ଦ୍ର ମୋଦୀ ।  ଆହୁରି କହିଛନ୍ତି, ଆମ କୃଷକମାନେ ସେମାନଙ୍କ ହକ ପାଉନଥିଲେ । ସିନ୍ଧୁ ନଦୀର ପାଣି ଶତ୍ରୁ ରାଷ୍ଟ୍ରର ଜମିକୁ ଜଳସେଚିତ କରୁଥିଲା । ଅପରେସନ ସିନ୍ଦୂର ପରେ ଆମେ ଚୁକ୍ତିକୁ ରଦ୍ଦ କଲୁ । କାରଣ ରକ୍ତ ଓ ପାଣି ଏକାସଙ୍ଗେ ପ୍ରବାହିତ ହୋଇପାରିବନି । ସାତ ଦଶନ୍ଧି ଧରି ଆମ କୃଷକ କ୍ଷତି ସହୁଥିଲେ ।  ଏବେ ସିନ୍ଧୁ ନଦାର ପାଣି କେବଳ ଭାରତର କୃଷକଙ୍କୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking