ନୂଆଦିଲ୍ଲୀ: ଓଡିଶାରୁ ୧୧ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ । ଏଆଇଜି ମହେଶ୍ୱର ସେଠୀ, ଏଏସପି ପ୍ରଦୀପ ପ୍ରଧାନ, ଦେବେନ୍ଦ୍ର ଦାସ, ଡିଏସପି ଆଶିଷ ରାଉତ, ଇନ୍ସପେକ୍ଟର ଶ୍ରୀନୀବାସ ଦୋରା ,ଡିଏସପି ହେମାମାଳିନୀ ମାୟକ, କମାଣ୍ଡାଣ୍ଟ ,ସୂଯ୍ୟ ନାରାୟଣ ମଲ୍ଲିକ, ଇନ୍ସପେକ୍ଟର ସନ୍ତୋଷ ମିର୍ଧା , ଏଏସଆଇ ଅରୁଣ ସାମନ୍ତ , ଅରବିନ୍ଦ ଦାସ, କନଷ୍ଟେବଲ ଚିନ୍ମୟୀ ରାଉତଙ୍କୁ ମିଳିବ ପ୍ରଶଂସନୀୟ ପଦକ ।










