21.1 C
Bhubaneswar
Wednesday, February 4, 2026
Homeଓଡିଶାଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର

ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର

କରଞ୍ଜିଆ: ଜଙ୍ଗଲରେ ମାଈ ହାତୀର ମୃତଦେହ ଠାବ କରାଯାଇଛି । ବେଣୁଆଧର ନିକଟ ଜଙ୍ଗଲରେ ମାଈ ହାତୀର ମୃତଦେହ ଠାବ କରାଯାଇଛି । ଗତକାଲିଠୁ ଅସୁସ୍ଥ ଥିଲା ମାଈ ହାତୀ । ଆସି ଚିକିତ୍ସା ପୂର୍ବରୁ ମୃତ୍ୟୁବରଣ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking