26.1 C
Bhubaneswar
Wednesday, February 4, 2026
Homeଓଡିଶାପଟାମୁଣ୍ଡାଇ ଯୁବତୀ ଜଳିଯିବା ଘଟଣା: ପୁରଷ ବନ୍ଧୁ ବାପାଙ୍କ ଆତ୍ମହତ୍ୟା ଧମକ

ପଟାମୁଣ୍ଡାଇ ଯୁବତୀ ଜଳିଯିବା ଘଟଣା: ପୁରଷ ବନ୍ଧୁ ବାପାଙ୍କ ଆତ୍ମହତ୍ୟା ଧମକ

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଜିଅନ୍ତା ଛାତ୍ରୀ ଜଳିଯିବା ଘଟଣା। ଆତ୍ମହତ୍ୟା କରିବାର ଧମକ ଦେଲେ ପ୍ରମୋଦ ବେହେରାଙ୍କ ବାପା। ମୋ ପୁଅ ପ୍ରତି ଅନ୍ୟାୟ ହୋଇଛି, ଏବେ ରାଜନୀତି ହେଉଛି। ମୁଁ ଗରିବ ବୋଲି ନ୍ୟାୟ ପାଉନି, ବାଧ୍ୟ ହୋଇ ଆତ୍ମହତ୍ୟା କରିବି। ଏବେ ପୁରୁଷ ବନ୍ଧୁଙ୍କ ଗାଁ ତେରୋହୀରେ ଚାପା ଉତ୍ତେଜନା ବୃଦ୍ଧି ପାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking