27.1 C
Bhubaneswar
Saturday, December 6, 2025
Homeଓଡିଶାପଟ୍ଟାମୁଣ୍ଡାଇ ଛାତ୍ରୀ  ଜଳିଯିବା ଘଟଣା; ପୁଅକୁ ଫସାଇ ଦେଇଛନ୍ତି: ଅଭିଯୁକ୍ତଙ୍କ ମାଆ

ପଟ୍ଟାମୁଣ୍ଡାଇ ଛାତ୍ରୀ  ଜଳିଯିବା ଘଟଣା; ପୁଅକୁ ଫସାଇ ଦେଇଛନ୍ତି: ଅଭିଯୁକ୍ତଙ୍କ ମାଆ

କେନ୍ଦ୍ରାପଡା: କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ଘଟଣାରେ  ଅଟକ ପୁରୁଷ ବନ୍ଧୁଙ୍କ ମାଆ ଓ ଭଉଣୀ ଆଣିଲେ ସାଙ୍ଘାତିକ ଅଭିଯୋଗ ।  ପୁଅକୁ ଫସାଇ ଦିଆଯାଇଥିବା କହିଲେ ଅଟକ ପୁରୁଷ ବନ୍ଧୁଙ୍କ ମାଆ ।  ଉଭୟ ପୁଅ, ଝିଅ ପରସ୍ପରକୁ ଭଲ ପାଉଥିଲେ । ଝିିଅର ବାପା ମା ଜାଣିଛନ୍ତି ।  ଭିଡିଓ ଭାଇରାଲ ଘଟଣା ମିଛ । ମୋପୁଅକୁ ଫସାଇ ଦିଆଯାଇଛି ।  ବାପା ମା ମାରିଛନ୍ତି ।  ବନ୍ଧା ଅବସ୍ଥାରେ  ଝିଅର ମୃତଦେହ ମିଳିଛି । ୨୦ ଲକ୍ଷ ଟଙ୍କା ପାଇଁ ତାଙ୍କ ବାପା ଝିଅକୁ ମାରିଛନ୍ତି ।  ମୋ ପୁଅ ନିର୍ଦ୍ଦୋଷ, ୩ ମାସ ହେଲା ଚେନ୍ନାଇରେ ଥିଲା । ତାଙ୍କ ଘର ଲୋକ ଝିଅକୁ ବହୁତ ମାଡ  ମାରୁଥିଲେ । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି କହିଲେ ଅଭିଯୁକ୍ତଙ୍କ ମାଆ । ଆଜି ସକାଳେ ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ଗିରଫ କରି  ବିମାନବନ୍ଦରରେ ଭୁବନେଶ୍ୱରକୁ ଆଣି ତାପରେ କେନ୍ଦ୍ରାପଡା ନେଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking