29.1 C
Bhubaneswar
Sunday, May 31, 2026
Homeଅପରାଧଜଙ୍ଗଲକୁ ଡ଼ାକିନେଇ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

ଜଙ୍ଗଲକୁ ଡ଼ାକିନେଇ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ୪ନଂ କଲୋନୀର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଜଙ୍ଗଲକୁ ଡ଼ାକିନେଇ ମାଡ଼ ମାରି ହତ୍ୟା କରିଥିବାର ବାପା ଥାନାରେ ଅଭିଯୋଗ କରିଛନ୍ତି। କଣ୍ଟାପାଳ ୪ନଂ କଲୋନୀର ସ୍କୁସୁ ମୁଣ୍ଡା କାମାକ୍ଷାନଗର ଥାନା ଅନ୍ତର୍ଗତ ଚୁଳିଆ ମୁଣ୍ଡା ସାହିର ଚରଣ ବିରୁଆଙ୍କ ଝିଅ ସଂଜୁକୁ ବିବାହ କରିଥିଲେ। ବିବାହ ପରେ ବିଭିନ୍ନ ସମୟରେ ସ୍ୱାମୀ ସ୍କୁସୁ ପତ୍ନୀ ସଂଜୁକୁ ମାଡ଼ ମାରି ଆସୁଥିଲା। ଶନିବାର ସ୍ୱାମୀ ସ୍କୁସୁ ପତ୍ନୀ ସଂଜୁକୁ ଜଙ୍ଗଲକୁ ଡାକି ନେଇ ମାରି ଦେଇଥିଲା। ଖବରପାଇ ବାପା ଚରଣ କଙ୍କଡ଼ାହାଡ଼ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking