17.1 C
Bhubaneswar
Tuesday, December 9, 2025
Homeଓଡିଶା‘ଏକ୍‌ତା ‘ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷୀତ

‘ଏକ୍‌ତା ‘ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷୀତ

ଭୁବନେଶ୍ୱର: ‘ଏକ୍‌ତା ‘ ଜାତୀୟ ହସ୍ତତନ୍ତ ଦିବସରେ ଓଡିଶାରେ ସ୍ୱତନ୍ତ୍ର  କାଯ୍ୟକ୍ରମ  ଅନୁଷ୍ଠିତ ହୋଇଛି । ଜନତା ମୈଦାନରେ ଏକତା ର ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷୀତ । ସ୍ୱତନ୍ତ୍ର ଅଭିନେତ୍ରୀ ଭାବେ ଯୋଗ ଦେଲେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking