17.1 C
Bhubaneswar
Tuesday, December 9, 2025
Homeଓଡିଶାଯୁବକଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ !

ଯୁବକଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ !

ମୟୁରଭଞ୍ଜ:  ଜଙ୍ଗଲ ଭିତରୁ ଯୁବକଙ୍କ ମୃତଦେହ ଠାବ । ସିନ୍ଧେକେଲା ଥାନା ଜାମପଡା ଗାଁ ଜଙ୍ଗଲରୁ ମୃତଦେହ ଠାବ କରାଯାଇଛି ।  ଯୁବକ ଜଣଙ୍କ ନିଖୋଜ ଥିଲେ । ହତ୍ୟା ଅଭିଯୋଗ କଲେ ପରିବାର । ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରୁଛି । ଯୁବକଙ୍କୁ କିଏ ଓ କାହିଁକି ମାରିଛି କାହାର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking