31.1 C
Bhubaneswar
Monday, March 30, 2026
Homeଓଡିଶାଭାରସାମ୍ୟ ହରାଇ ବିଲକୁ ଖସିଲା କାର: ଜଣେ ମୃତ

ଭାରସାମ୍ୟ ହରାଇ ବିଲକୁ ଖସିଲା କାର: ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରଜିଲ୍ଲା ତରଭା ଥାନା ଖାରୀ ହାଇସ୍କୁଲ ନିକଟରେ ଭାରସାମ୍ୟ ହରାଇ  ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଛି।  ମୃତକ ହେଲେ ଘଣ୍ଟାରପାଲି ଗାଁର ସୁବ୍ରତ କୁମାର ଭୋଇ। ଗତକାଲି ବିଳମ୍ବିତ ରାତିରେ ଖାରୀରୁ ଘଂଟାରପାଲିକୁ ଯାଉଥିବା ସମୟରେ ଖାରି ହାଇସ୍କୁଲ ନିକଟରେ ଦୁର୍ଘଟଣା ଘଟିଥିଲା। ରାସ୍ତାରୁ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ତରଭା ପୁଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking