କେନ୍ଦ୍ରାପଡା: ଘଟଣାସ୍ଥଳରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କହିଛନ୍ତି, ଆମେ ଘଟଣାର ତଦନ୍ତ ଆରମ୍ଭ କରିବୁ । ସାଇଣ୍ଟିଫିକ ଟିମ ଆସୁଛନ୍ତି , ତଦନ୍ତ କରିବେ । ବାପା, ମାଙ୍କ ସହ କଥା ହୋଇଛି । ଭାଙ୍ଗି କରି ଭିତରକୁ ପଶିଥିଲେ ବାପା ମା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । ପଲେଇ ବାବୁ ଅଭିଯୋଗ ଯଦି ରଖିନଥିବେ ତଦନ୍ତ ହେବ । ତଦନ୍ତ ପରେ ସବୁ ସତ ପଦାକୁ ଆସିବ । ବାପାଙ୍କ ଅଭିଯୋଗର ତଦନ୍ତ କରାଯିବ । ଘଟଣା ନିଜେ ତଦନ୍ତ କରିବେ କହିଛନ୍ତି ଏସ୍ପି । ଅନ୍ୟପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି ।








