17.1 C
Bhubaneswar
Tuesday, December 9, 2025
Homeଓଡିଶାଧାନ କିଣା ଅବ୍ୟବସ୍ଥା: ବିଧାନସଭା କମିଟିର ଉଦବେଗ

ଧାନ କିଣା ଅବ୍ୟବସ୍ଥା: ବିଧାନସଭା କମିଟିର ଉଦବେଗ

ଭୁବନେଶ୍ୱର: ଧାନ ପଞ୍ଜୀକରଣ  ଅବ୍ୟବସ୍ଥା ନେଇ  ବିଧାନସଭା କମିଟିର ଉଦବେଗ । ପବ୍ଲିକ ଅଣ୍ଡରଟେକିଙ୍ଗ କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି ।  କହହିଛନ୍ତି, ଆଜି ବି ୮ରୁ  ୧୦ କେଜି କଟନୀ ଛଟନୀ ହେଉଛି ।  ବନ୍ଦ କରିବାକୁ  ଯୋଗାଣ  ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛୁ ।  ଦାନ ପଞ୍ଜୀକରଣକୁ ସରଳୀକରଣ କରିବାକୁ କମିଟିର ଦାବି । କେବଳ ଗୋଟିଏ ଲେଖାରେ ପଞ୍ଜୀକରଣ କେମିତି କରିବେ ।  ମିଲରମାନେ ମନମାନୀ ଚଳାଇଛନ୍ତି, ତାଗିଦ କରିଛୁ ।  ଚାଷୀଙ୍କ ସମସ୍ୟା କଥା ଆମେ ମନ୍ତ୍ରୀଙ୍କୁ ବାରମ୍ବାର କହୁଛୁ ।  ଅନଲାଇନ ପଞ୍ଜୀକରଣ ସରଳ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking