16.1 C
Bhubaneswar
Sunday, December 7, 2025
Homeଓଡିଶାହାତୀ ଆକ୍ରମଣରେ  ୩ ମୃତ

ହାତୀ ଆକ୍ରମଣରେ  ୩ ମୃତ

ଢେଙ୍କାନାଳ: ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ  ବାଗଧରିଆ ଗାଁର । ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ ।  ହାତୀ ଆକ୍ରମଣ ନେଇ ଗ୍ରାମବାସୀ ଆତଙ୍କିତ ଅଛନ୍ତି । ମୃତକ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । କ୍ଷତିପୂରଣ ଦାବିରେ ସତମାଇଲ ଛକରେ ରାସ୍ତା ଅବରୋଧ କରିଛନ୍ତି । ୩ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳିବ ବୋଲି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking