ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅଗଷ୍ଟ ୧ ରୁ ଅଗଷ୍ଟ ୮ ଯାଏ ସବୁ କଲେଜର ଛାତ୍ରଛାତ୍ରୀମାନେ ଏସପି ଅଫିସ ଏବଂ ନିକଟସ୍ଥ ଥାନାରେ ପ୍ରତିବାଦ କରି ସ୍ମାରକ ପତ୍ର ଦେବେ। କ୍ରାନ୍ତି ଦିବସରେ ହଜାର ହଜାର ଛାତ୍ରଛାତ୍ରୀ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ବିଜେଡି ବିଧାୟକ ଦେବୀ ତ୍ରିପାଠୀ ଓ ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି।










