17.1 C
Bhubaneswar
Tuesday, December 9, 2025
Homeଓଡିଶାଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ୱାର୍ଡରେ ଲାଗିଲା ନିଆଁ

ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ୱାର୍ଡରେ ଲାଗିଲା ନିଆଁ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଅଗ୍ନିକାଣ୍ଡର ଖବର ସାମ୍ନାକୁ ଆସିଛି । ଏମକେସିଜିର ସ୍ତ୍ରୀ ଓ ପ୍ରସୂଚୀ ୱାର୍ଡ ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ । ଏସି ସର୍ଟ ସର୍କିଟରୁ ଲାଗିଲା ନିଆଁ । ଖବର ପାଇ ତୁରନ୍ତ ପହଞ୍ଚି ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ବିଶେଷ କିଛି କ୍ଷତି ହୋଇନଥିବା ସହ ସମସ୍ତ ଉପସ୍ଥିତ ରୋଗୀ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking