ଭୁବନେଶ୍ୱର: ବୁଣାକାର ଶ୍ରମିକଙ୍କ ଭତ୍ତା ବଢିଲା ରାଜ୍ୟ ସରକାର । ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତା ୬ ହଜାରକୁ ବୃଦ୍ଧି ହୋଇଛି । ମହିଳା ବୁଣାକାର ଶ୍ରମିକଙ୍କ ଭତ୍ତା ୭ ହଜାରକୁ ବୃଦ୍ଧି ହୋଇଛି ।