33.1 C
Bhubaneswar
Tuesday, May 12, 2026
Homeଓଡିଶାବଜ୍ରାଘାତରେ ୨ ଶ୍ରମିକ ମୃତ

ବଜ୍ରାଘାତରେ ୨ ଶ୍ରମିକ ମୃତ

ଢେଙ୍କାନାଳ: ଢେଙ୍କାନାଳରେ ବର୍ଷାର ତାଣ୍ଡବ । ବଜ୍ରାଘାତରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଅଛନ୍ତି । ସଦର ଥାନା ମହୁଲପଡ଼ା ପଥର ଖଣିରେ କାମ କରୁଥିବା ବେଳେ ବଜ୍ରାଘାତ ଶିକାର ହୋଇଥିଲେ । ବଜ୍ରାଘାତରେ ଗୁରୁତର ହୋଇଥିବା ୨ ଶ୍ରମିକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking