19.1 C
Bhubaneswar
Sunday, December 14, 2025
Homeଓଡିଶାବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ବଳଙ୍ଗାରେ ନାବାଳିକାକୁ ୩ ଦୁର୍ବୃତ୍ତ ଜାଲିଦେଇଥିବା ଘଟଣା । ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ । ପ୍ରଥମେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ ଏବଂ ଉତ୍ତମ ଚିକତ୍ସା ପାଇଁ ପୀଡ଼ିତାଙ୍କୁ ରବିବାର ଦିଲ୍ଲୀ ମ୍ସକୁ ଏୟାରଲିଫ୍ଟ କରାଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking