25.1 C
Bhubaneswar
Friday, December 12, 2025
Homeଓଡିଶାରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ରାଜ୍ୟପାଳ ହରିବାରୁ କମ୍ଭମପତିଙ୍କୁ ଭେଟିଲା ପରେ ବଢିଲା ଚର୍ଚ୍ଚା ।  ସୌଜନ୍ୟମୂଳକ ସାକ୍ଷାତ କରିଥିବା ସୂଚନା ମିଳୁଛି ।  ବର୍ତ୍ତମାନ ସମୟର ସାକ୍ଷାତ କଣ ଦେଉଛି ସଂକେତ?  ରାଜ୍ୟରେ ବଢୁଥିବା ଆଇନଶୃଙ୍ଖଳା ସ୍ଥିତିକୁ ନେଇ  କଲେ କି ଅବଗତ ?  ହେଉଥିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମାଗିଲେ କି ସମୟ ?  କଣ ହୋଇଥାଇପାରେ ଚର୍ଚ୍ଚା ତାହାକୁ ନେଇ ପ୍ରଶ୍ନ ଉଠୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking