30.1 C
Bhubaneswar
Thursday, February 12, 2026
Homeଓଡିଶାଏଫଏମ ଛାତ୍ରୀ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ଟିମକୁ ମିଳିଲା ପେଟ୍ରୋଲ ସୁରାକ୍‌!

ଏଫଏମ ଛାତ୍ରୀ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ଟିମକୁ ମିଳିଲା ପେଟ୍ରୋଲ ସୁରାକ୍‌!

ବାଲେଶ୍ୱର: ବାଲେଶ୍ୱର ଫକିରମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଟିମକୁ ମିଳିଲା ନୂଆ ସୁରାକ୍ । ପେଟ୍ରୋଲ ପମ୍ପରୁ ବୋତଲରେ ତେଲ ନେଇଥିଲେ ଜଣେ ଯୁବତୀ । ବୋତଲରେ ଗୋଟିଏ ଲିଟର ପେଟ୍ରୋଲ ନେଇଥିଲେ ଯୁବତୀ । ପୋଟ୍ରୋଲ ପମ୍ପକୁ ଚାଲି ଚାଲି ଆସିଥିଲେ ସମପୃକ୍ତ ଯୁବତୀ । କିଏ ସେହି ଯୁବତୀ ଏବଂ ଘଟଣା ସହ ତା’ର କଣ ଲିଙ୍କ ରହିଛି, ତାହାର ଚାଲିଛି ତଦନ୍ତ । ସିସିଟିଭି ଫୁଟେଜକୁ ନେଇ ତନାଘନା କରୁଛି ତଦନ୍ତକାରୀ ଟିମ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking