22.1 C
Bhubaneswar
Thursday, February 12, 2026
Homeଓଡିଶାଓଲଟିଲା ମାଛଧରା ଡଙ୍ଗା: ଜଣେ ମୃତ

ଓଲଟିଲା ମାଛଧରା ଡଙ୍ଗା: ଜଣେ ମୃତ

ମାଲକାନଗିରି: ଚିତ୍ରକୋଣ୍ଡା ଜଳଭଣ୍ଡାରରେଓଲଟିଲା ଡଙ୍ଗା । ଡଙ୍ଗା ଓଲଟି ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଯୁବକ ମାଛ ଧରିବାକୁ ଯାଇଥିଲେ, ସେତିକି ବେଳେ ଦୁର୍ଘଟଣା ଘଟିଥିଲା । ଏହି ଅଘଟଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୨ ଜଣ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ଚିତ୍ରକୋଣ୍ଡା ଥାନା ତାଳପଦର ଗାଁର ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking