29.1 C
Bhubaneswar
Tuesday, February 10, 2026
Homeଓଡିଶାସୌମ୍ୟଶ୍ରୀ ମୃତ୍ୟୁ: ନ୍ୟାୟ ଦାବିରେ ମହମବତି ରାଲି

ସୌମ୍ୟଶ୍ରୀ ମୃତ୍ୟୁ: ନ୍ୟାୟ ଦାବିରେ ମହମବତି ରାଲି

ଭୁବନେଶ୍ୱର: ସୌମ୍ୟଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ବିଜେଡି ପକ୍ଷରୁ ମହମବତି ରାଲି । ନ୍ୟାୟ ଦାବିରେ ବିଜେଡିର ମହମବତି ରାଲି । ପୀଡିତାଙ୍କ ନ୍ୟାୟ ଦାବିକରି ଏକାଠି ହେଲା ବିଜେଡି ଦଳ । ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ଯାଏଁ ମାନବ ଶୃଙ୍ଖଳ । ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking