21.1 C
Bhubaneswar
Wednesday, February 4, 2026
Homeଓଡିଶାବିଜେଡିର ବାଲେଶ୍ୱର ବନ୍ଦ ଡାକରା

ବିଜେଡିର ବାଲେଶ୍ୱର ବନ୍ଦ ଡାକରା

ଭୁବନେଶ୍ୱର: କାଲି ବାଲେଶ୍ୱର ବନ୍ଦ ଡାକରା ଦେଲା ବିଜେଡି । ୮ ଘଣ୍ଟା ପାଇଁ ବନ୍ଦ ଡାକରା ଦେଲା ବିଜେଡି । ସକାଳ ୬ଟାରୁ ଦିନ ୨ଟା ଯାଏଁ ବନ୍ଦ ପାଳନ କରାଯିବ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ବନ୍ଦ ଡାକରା ଦେଲା ବିଜେଡି । ବନ୍ଦ ପାଳନ ବେଳେ ଜରୁରୀ ସେବା ଜାରି ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking