21.1 C
Bhubaneswar
Wednesday, February 4, 2026
Homeଓଡିଶା୨୦ ଲକ୍ଷ ହିତାଧିକାରୀଙ୍କ ଚାଉଳ ବନ୍ଦ: ମନ୍ତ୍ରୀ

୨୦ ଲକ୍ଷ ହିତାଧିକାରୀଙ୍କ ଚାଉଳ ବନ୍ଦ: ମନ୍ତ୍ରୀ

ଭୁବନେଶ୍ୱର: ୨୦ ଲକ୍ଷ ୫୮ ହଜାରହିତାଧିକାରୀଙ୍କ ଚାଉଳ ବନ୍ଦ କରାଯାଇଛି । ରାସନକାର୍ଡ ପାଇଁ ଇ- କେୱାସି କରିନଥିବାରୁ ଚାଉଳ ବନ୍ଦ କରାଯାଇଛି  ।  ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।  ଇ-କେୱାଇସି ୩ ମାସ ପାଇଁ ସମୟ ଦେଲେ ସରକାର  ।  ୫ ବର୍ଷରୁ ଅଧିକ ବୟସର ପିଲା  ରାସନ କାର୍ଡରେ ସାମିଲ ହେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking