19.1 C
Bhubaneswar
Monday, December 8, 2025
Homeଓଡିଶାଛାତ୍ରୀ ଆତ୍ମାହୁତି: କଥାଦେଲେ ରାଜ୍ୟପାଳ

ଛାତ୍ରୀ ଆତ୍ମାହୁତି: କଥାଦେଲେ ରାଜ୍ୟପାଳ

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ  ଛାତ୍ରୀ ଆତ୍ମାହୁତି ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ରାଜ୍ୟପାଳ । ଘଟଣାର ସବିଶେଷ ତଥ୍ୟ ପଚାରି ବୁଝିଲେ । ଏମସ ନିର୍ଦ୍ଦେଶକଙ୍କ ସହ ମଧ୍ୟ ଆଲୋଚନା କଲେ । ସ୍ୱାସ୍ଥ୍ୟାବସ୍ଥା ବୁଝିବା  ସହ ଉତ୍ତମ ଚିକିତ୍ସା ଦେବାକୁ କହିଲେ ।  ସବୁ କଲେଜକୁ  ଆଞ୍ଚଳିକ  ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ଦେଇଛନ୍ତି ।  ଛାତ୍ରୀ ଆତ୍ମାହୁତି ଉଦ୍ୟମ ପରେ ପ୍ରଶାସନ ତତ୍ପର ରହିଛି । ଯୌନ ନିର୍ଯାତନା ଅଭିଯୋଗରେ ତୁରନ୍ତ ପଦକ୍ଷେପ ନିଅ ।  ନିଜ କ୍ୟାମ୍ପସରେ ସମ୍ବେଦନଶୀଳ  ଘଟଣା ଉପରେ ନଜର ରଖ । ଆଇସିସି ଥିଲେ କାର୍ଯ୍ୟକ୍ଷମ କର । ନଥିଲେ ତୁରନ୍ତ ଗଢ ।  କଲେଜ କ୍ୟାମ୍ପସରେ ସୁରକ୍ଷାକର୍ମୀ ନିୟୋଜିତ କର । ୨୪ ଘଣ୍ଟିଆ ସିସିଟିଭି ଲଗାଇବାକୁ  ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking