16.1 C
Bhubaneswar
Tuesday, December 9, 2025
Homeଓଡିଶାବିଧବା ମହିଳାଙ୍କୁ ଗଳା କାଟି ହତ୍ୟା

ବିଧବା ମହିଳାଙ୍କୁ ଗଳା କାଟି ହତ୍ୟା

ଭବାନୀପାଟଣା: ଭବାନୀପାଟଣାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଘରେ ପଶି ଜଣେ ବିଧବା ମହିଳାଙ୍କୁ ଗଳା କାଟି ହତ୍ୟା କରିଛି ଜଣେ ଯୁବକ । ଭବାନୀପାଟଣା ସଦର ଥାନା ମୂଷିଗୁଡା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ହତ୍ୟା ପରେ ଅଭିଯୁକ୍ତ ଯୁବକ ଫେରାର ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking