25.1 C
Bhubaneswar
Monday, December 8, 2025
Homeଓଡିଶାଅତ୍ୟଧିକ ପ୍ରୋଟିନ ଖାଇଲେ କଣ ହେବ ଜାଣନ୍ତୁ ..

ଅତ୍ୟଧିକ ପ୍ରୋଟିନ ଖାଇଲେ କଣ ହେବ ଜାଣନ୍ତୁ ..

ଭୁବନେଶ୍ୱର: ପ୍ରୋଟିନ ଶରୀର ପାଇଁ  ଏକ ଅତ୍ୟନ୍ତ ଗୁରୁତ୍ୱପୂଣ୍ଣ ପୁଷ୍ଟିକର ।  ଏହା ଆମ ଶରୀର ପାଇଁ  ଅନେକ ଲାଭଦାୟକ ।  ଏପରି ପରିସ୍ଥିତିରେ  ଅଧିକ ପ୍ରୋଟିନ ଖାଇବା  ଭଲ କି ଖରାପ ଜାଣନ୍ତୁ । ଯଦିଓ ପ୍ରୋଟିନ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଅଧିକ ସେବନ କରିବା  ଏହା ଶରୀର ପାଇଁ  ବିପଜନକ ହୋଇପାରେ ।  ଅତ୍ୟଧିକ ପ୍ରୋଟିନ  ଖାଇବା ଦ୍ୱାରା କ୍ୟାଲସିୟମର  ଅଭାବ ହୋଇପାରେ ।  ଅତ୍ୟଧିକ ପ୍ରୋଟିନ ଖାଇବା ଆପଣଙ୍କ ହାଡକୁ କ୍ଷତି ପହଞ୍ଚାଇପାରେ ।  ଯାହା ଅଷ୍ଟିଓପୋରୋସିସ ସୃଷ୍ଟି କରିପାରେ ।  ଅତ୍ୟଧିକ ପ୍ରୋଟିନ ଖାଇବା ଦ୍ୱାରା କର୍କଟ ରୋଗର ଆଶଙ୍କା ମଧ୍ୟ ବଢିପାରେ ।  ଏହା ବ୍ୟତୀତ  ଅଧିକ ପ୍ରୋଟିନ ଖାଇବା ଦ୍ୱାରା   ଶରୀରରେ ଟ୍ରାଇମେଥିଲାମାଇନ ଏନ- ଅକ୍ସାଇଡ ସ୍ତର  ବୃଦ୍ଧି ପାଇପାରେ ।  ଏହା ହୃଦ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିପାରେ ।   ଅତ୍ୟଧିକ ପ୍ରୋଟିନ ଖାଇବା ଦ୍ୱାରା  କିଡନୀ ରୋଗର ଆଶଙ୍କା ବଢିପାରେ । ପେଟରେ ଷ୍ଟୋନ ହେବାର ମଧ୍ୟ ଆଶଙ୍କା ଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking