26.1 C
Bhubaneswar
Friday, March 27, 2026
Homeଓଡିଶାମହାନଦୀରେ ଛିଣ୍ଡିଲା ବିଦ୍ୟୁତ ତାର

ମହାନଦୀରେ ଛିଣ୍ଡିଲା ବିଦ୍ୟୁତ ତାର

କଟକ : ମହାନଦୀରେ ଛିଣ୍ଡିଲା ବିଦ୍ୟୁତ ତାର। ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ମହାନଦୀରେ ଛିଣ୍ଡି ପଡ଼ିଥଥିବା ସୂଚନା ମିଳିଛି। ମୁଣ୍ଡଳୀ ତଳଗଡ଼ ନିକଟରେ ଏହି ତାର ଛିଡିଛି। ଘଟଣାସ୍ଥଳରେ NDRF ଟିମ ପହଞ୍ଚିଛନ୍ତି । କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking