18.1 C
Bhubaneswar
Thursday, February 5, 2026
Homeଓଡିଶାଦୁଇ ବୁଲେଟ ଧକ୍କା: ୩ ମୃତ

ଦୁଇ ବୁଲେଟ ଧକ୍କା: ୩ ମୃତ

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣାଦୁର୍ଘଟଣାରେ ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କା ହୋଇ ବାପପୁଅ ସମେତ ୩ ମୃତ୍ୟୁବରଣ କରିଛନ୍ତି। ଜରଡ଼ା ଥାନା ଠଣ ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାପପୁଅ ଗାଁକୁ ଫେରିବା ବେଳେ ବିପରୀତ ପଟରୁ ଧକ୍କା ଦେଲା ଆଉ ଏକ ବୁଲେଟ୍। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking