21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶକୃଷି ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ପୁରସ୍କାର

କୃଷି ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ: କୃଷି  ପାଇଁ  ଓଡିଶା ଶ୍ରେଷ୍ଠ ରାଜ୍ୟ ସରକାର । ୧୬ ତମ ଏଗ୍ରିକଲଚର ଲିଡରସିପ କନକ୍ଲେଭରେ ସମ୍ମାନିତ  କରାଯାଇଛି ।  ପୁରସ୍କାର ଗ୍ରହଣ କଲେ ମନ୍ତ୍ରୀ କନକ ବର୍ଧନ ସିଂହ ଦେଓ । ଏହି ସମ୍ମାନ ଓଡିଶାର ଅନ୍ନଦାତାଙ୍କୁ ଉତ୍ସର୍ଗୀକୃତ କହିଛନ୍ତି କେ.ଭି ।  ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଉପସ୍ଥିତ ଥିଲେ ।  ଏହି ସଫଳତା ପାଇଁ  କୃଷକ ଓ ରାଜ୍ୟବାସୀଙ୍କୁ ଶ୍ରେୟ ଦେଇଛନ୍ତି  ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ।  ଏହା ସହ ଏଭଳି ପୁରସ୍କାର ଗ୍ରହଣ କରିବା  ମୋ ପାଇଁ ସମ୍ମାନର ବିଷୟ ବୋଲି କହିଛନ୍ତି କେଭି । ଏହି ପୁରସ୍କାର  ଜାତୀୟ କ୍ଷେତ୍ରରେ  ଓଡିଶାର କୃଷି ବିକାଶକୁ ଦର୍ଶାଉଛି   ା

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking