21.1 C
Bhubaneswar
Monday, December 8, 2025
Homeଓଡିଶାକଂଗ୍ରେସ ସମାବେଶକୁ ଭଣ୍ଡୁର ଉଦ୍ୟମ: ଭକ୍ତ

କଂଗ୍ରେସ ସମାବେଶକୁ ଭଣ୍ଡୁର ଉଦ୍ୟମ: ଭକ୍ତ

ଭୁବନେଶ୍ୱର: ରାହୁଲଙ୍କ ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ବଡ ବୟାନ ଦେଇଛନ୍ତି । କହିଛନ୍ତି , ସମାବେଶକୁ କେମିତି କର୍ମକର୍ତ୍ତା ଆସିବେ , ଚିନ୍ତା କରୁଛୁ ।  ସମାବେଶକୁ ସଫଳ କରିବାକୁ  ଚେଷ୍ଟା କରୁଛୁ । ଆମକୁ ଟାର୍ଗେଟ କରି ଓଡିଶାବାସୀଙ୍କୁ ହଇରାଣ  କରିପାରିବେନି ।  ଘଡିସନ୍ଧି ମୂହୁର୍ତ୍ତରେ ଓଡିଶା ଆସୁଛନ୍ତି ଆମ ନେତା ।  ବିଜେପି କ୍ଷମତାରେ ଅଛି ବୋଲି ଷଡଯନ୍ତ୍ର କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking