17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶସାବତ ମାଆ ସହ ଫେରାର ହେଲା ପୁଅ

ସାବତ ମାଆ ସହ ଫେରାର ହେଲା ପୁଅ

ହରିୟାଣା : ସାବତ ମାଆ ସହ ଫେରାର ହେଲା ପୁଅ । ଘରୁ ମାକୁ ସିଧା କୋର୍ଟକୁ ନେଇଗଲା, ବିବାହ ମଧ୍ୟ କଲା, ସେପଟେ ନୂଆ ବାହା ହୋଇ ସୁଖ ସଂସାର ଗଢିବାକୁ ସ୍ବପ୍ନ ଦେଖିଥିବା ବାପା ଯନ୍ତ୍ରଣାରେ ଛଟପଟ ହୋଇ କହିଲେ, ମୋର ସମସ୍ତ ଇଚ୍ଛା ଅପୂର୍ଣ୍ଣ ରହିଗଲା । ଦର୍ଶକବନ୍ଧୁ ଆପଣ ବହୁତ ଅବୈଧ ସମ୍ପର୍କ ବିଷୟରେ ଶୁଣୁଥିବେ, କିନ୍ତୁ ମା ଆଉ ପୁଅର ଏହି ସମ୍ପର୍କ ବିଷୟରେ ଶୁଣି ଆପଣ ଲଜ୍ଜିତ ଅନୁଭବ କରୁଥିବେ ଆଉ ମନକୁ ପ୍ରଶ୍ନ ଆସୁଥିବ ନିଶ୍ଚୟ ଆମ ସମାଜରେ କେମିତି ଏପରି ଘଟିପାରୁଛି ? ହରିୟାଣାରେ ଏପରି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ପୁଅ ତା’ର ସାବତ ମାଆ ସହିତ ଘରୁ ଲୁଚି ପଳାଇଥିଲା ଏବଂ ବିବାହ ମଧ୍ୟ କରିଥିଲା । ଗାଁରେ ଏହି ଖବର ପ୍ରସାରିତ ହେବା ମାତ୍ରେ ଲୋକମାନେ ନାନା ପ୍ରକାରର ସମାଲୋଚନା କରିଥିଲେ । ଅସହାୟ ବାପାଜଣକ ଏସବୁ ସହି ନପାରି ପୋଲିସ ଷ୍ଟେସନରେ ପହଞ୍ଚିଲେ ଓ ଦୁଃଖ ଜର୍ଜରିତ ହୋଇ ପୋଲିସକୁ କହିଲେ ମହାଶୟ, ମୋର ସମସ୍ତ ସ୍ୱପ୍ନ ଭାଙ୍ଗି ଯାଇଛି । ପ୍ରକୃତ ଘଟଣା କଣ ଜାଣିବାକୁ ଚାହୁଁଛନ୍ତି କି ? ତେବେ ଦେଖନ୍ତୁ ପୂରା ଭିଡ଼ିଓ

ମାଆ ଏବଂ ପୁଅର ସମ୍ପର୍କ ବହୁତ ପବିତ୍ର, କିନ୍ତୁ କିଛି ଲୋକ ଏହାକୁ ଲଜ୍ଜିତ କରିବାକୁ ପଛଘୁଞ୍ଚା ଦେଉନାହାଁନ୍ତି । ହରିୟାଣାର ନୁହରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ, ଜଣେ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ, ସେ ପୁଣି ଥରେ ବିବାହ କରିଥିଲେ । ପୁନର୍ବାର ସୁଖ ସଂସାର ଗଢିବାକୁ ସ୍ବପ୍ନ ଦେଖିଥିଲେ । କିନ୍ତୁ କିଏ ଜାଣିଥିଲା ତାଙ୍କର ଏହି ସ୍ବପ୍ନ ଧୂଳିସାତ ହୋଇଯିବ । ଯାହାକୁ ବିବାହ କରି ଘରକୁ ଆଣିଥିଲେ ସେ ତାଙ୍କର ଅଣ୍ଟି ଛୁରୀ ହୋଇ ତଣ୍ଟି କାଟିଲା । ପୁଅର ଯତ୍ନ ନେବାକୁ ସାବତ ମା ହୋଇ ଘରକୁ ଆସିଥିଲା । ପ୍ରେମରେ ବାୟା ହୋଇ ପୁଅ ସହିତ ଛୁ ମାରିଲା । ଯେତେବେଳେ ଏହି ବ୍ୟକ୍ତିଜଣକ ଜାଣିଲେ ଯେ ତାଙ୍କ ପୁଅ ତାଙ୍କ ନୂଆ ସ୍ତ୍ରୀ ସହିତ ପଳାଇଯାଇଛି, ସେତେବେଳେ ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଗଲେ । ପୀଡିତା ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ ଦାୟର କଲେ। ପୋଲିସ ଏହି ମାମଲାର ତଦନ୍ତ କରୁଛି। ଏହି ସମୟରେ, ଏହି ପ୍ରେମ କାହାଣୀକୁ ନେଇ ସମଗ୍ର ଗାଁରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking