20.1 C
Bhubaneswar
Saturday, December 6, 2025
Homeଓଡିଶାଭିଜିଲାନ୍ସ ଜାଲରେ ରେଢାଖୋଲ ବିଭିଓ ଓ ପିଏ

ଭିଜିଲାନ୍ସ ଜାଲରେ ରେଢାଖୋଲ ବିଭିଓ ଓ ପିଏ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ରେଢାଖୋଲ ଉପଖଣ୍ଡର ବିଭିଓ ଓ ପିଏ ।  ବ୍ଲକ ଭେଟନାରୀ ଅଫିସର ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଧରାପଡିଲେ ।  ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ସମ୍ବଲପୁର ଭିଜିଲାନ୍ସ । ବିଭିଏ ଡା. ସୁବାସ ପ୍ରକାଶ ସୋରେନ , ପିଏ ମହେଶ୍ୱର ସାହୁ ଧରାପଡିଲେ । ବ୍ରଏଲର ଫାର୍ମ ସବସିଡ ବାବଦ ୫୪ ହଜାର ରିଲିଜ ପାଇଁ ଲାଞ୍ଚ ନେଉଥିଲେ । ଧରାପଡିବା ପରେ   ଦୁଇ ଅଧିକାରୀଙ୍କ ଘରେ ମଧ୍ୟ ରେଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking