ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ ମାର୍କ । କଟ ଅଫ ମାର୍କରେ ଆଗରେ ରେଭେନ୍ସା । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା । କଳାରେ ୮୧.୩୩%. ବିଜ୍ଞାନରେ ୯୧.୮୩% , ବାଣିଜ୍ୟରେ ୮୦.୨୦% ରହିଛି ।