25.1 C
Bhubaneswar
Saturday, February 7, 2026
Homeଓଡିଶାଶ୍ରୀମନ୍ଦିର ଅଭିମୁଖେ ତିନି ରଥ

ଶ୍ରୀମନ୍ଦିର ଅଭିମୁଖେ ତିନି ରଥ

ପୁରୀ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜନ୍ମବେଦୀରେ ଲୀଳାଖେଳା ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଆଜି ଶ୍ରୀନଅର ଫେରିବେ ମହାପ୍ରଭୁ ଜଗନ୍ନାଥ । ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥରେ ବିଜେ କରିସାରିଲେଣି ତିନିଠାକୁର । ଏବେ ବି ଘଣ୍ଟଘଣ୍ଟାରେ କମ୍ପୁଛି ସିଂହଦ୍ୱାର, ବଡ଼ଦାଣ୍ଡ। ଲୋକାରଣ୍ୟ ବଡଦାଣ୍ଡ। ବିଳମ୍ବରେ ପହଣ୍ଡି କରି ବଡଦାଣ୍ଡକୁ ଆସୁଛି ତାଳଧ୍ଵଜରେ ବଳଭଦ୍ର , ଦର୍ପଦଳନରେ ମାଆ ସୁଭଦ୍ରା ଏବଂ ନନ୍ଦିଘୋଷକୁ କାଳିଆ ସାଆନ୍ତ ବିଜେ କରି ସାରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking